୩ ଆକ୍ରାନ୍ତଙ୍କ ପାଇଁ ୧୨ ଲକ୍ଷ ଲୋକ ଲକଡାଉନରେ

ବେଜିଂ : କରୋନା ଭୁତାଣୁକୁ ନିର୍ମୂଳ କରିବାରୁ ଚୀନ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି। ନିକଟରେ କେନ୍ଦ୍ରୀୟ ଚୀନର ହେନାନ ରାଜ୍ୟରେ ଥିବା ୟୁଝୁ ସହରରେ ମାତ୍ର ୩ ଜଣ କରୋନା ଆକ୍ରାନ୍ତ ବାହାରିବାରୁ ସମଗ୍ର ସହରକୁ ଲକଡାଉନ କରିଦିଆଯାଇଛି। ପ୍ରାୟ ୧୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରର ଲୋକମାନଙ୍କୁ ଘରେ ରହିବାକୁ କୁହାଯାଇଛି। ଘରୁ ବାହାରିଲେ କଠୋର କାର୍ଯ୍ୟାନୁଷ୍ଠାନ ଏପରିକି ଗିରଫ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ … Continue reading ୩ ଆକ୍ରାନ୍ତଙ୍କ ପାଇଁ ୧୨ ଲକ୍ଷ ଲୋକ ଲକଡାଉନରେ